ଖୋଜୁଛି ମୁ ଏମିତି ଏକ ଋତୁ
ଖୋଜୁଛି ମୁଁ ଏମିତି ଏକ ଋତୁ
ବଦଳିଯାଇଥିବ ଘାସ ଆଉ ଫୁଲର କାହାଣୀ
ପାହାଡ଼ଟା ଆଉ ଧୂସୁରା ଦିସୁନଥିବ
ପାଣିର ଗାର ପରି ଲିଭୁଥିବ
ରାଗରୁଷ ମାନଭିମାନ
ତର୍କବିତର୍କ ଠୁ ଦୁରେଇଥିବ ସମ୍ପର୍କ ର ଡୋର
ଅନ୍ଧବିଶ୍ୱାସ କୁ ସଂସ୍କାର ଗଣ୍ଠିଲି ମାରି ଉଇ ଖାଉଥିବ
ସମପ୍ରଦାୟିକତା ଭେଦଭୁଲି ବାଣ୍ଟୁଥିବା ନାରା "ଆମେ ସବୁ ଏକ"
ମୋତେ ଠିକ ସେ ହୁଳହୁଳି ପକେଇ ଆସେନି ,ଭଲ ରାନ୍ଧି ଆସେନି କହି ତୁମେ ବାଟ ଭାଙ୍ଗି ଚାଲିଯିବନି
ଆଖିକୁ ଦିସୁନି କହି ଶବ୍ଦ ସବୁ ଖାତାରେ ଏପାଖ ସେପାଖ ହେବେନି
ଏମିତି ଏକ ଋତୁ
ସମୟ ଟା ଟିକେ ରହିଯିବ
ସୁନସାନ ଖରାବେଳେ
କୃଷ୍ନଚୁଡା ଛାଇତଳେ
ଫଗୁଣ ସରିନି କହି
ଅଙ୍କା ବଙ୍କା ରାସ୍ତା ସରି ଆସୁଥିବ
କେହି ନ ଝୁଣ୍ଟିଲା ଭଳି
ବାଡ଼ କଡ଼ ଲତାପରି
ମୁଠେ ମାଟି କୁ ଆଉଜି
କୁହୁଡ଼ି ରେ ଚାଲୁଚାଲୁ
ନେସି ହୋଇଯିବ କାକର ଟୋପା ଟା ଆଖି ପତାରେ,
ପଛରେ ସେ ଗଙ୍ଗଶିଉଳି ଫୁଲ ନେନ୍ଥାଏ ଝରିପଡୁଥିବ
କଲମ ମୁନରେ।
ମୈତ୍ରେୟୀ କମିଳା
ऐ वतन मेरे वतन
प्यारा देश मेरा
आज फिर खुशी की घड़ी आई
तिरंगा ऊंचा रहे हमारा
तीन रंग का बना है देखो
शान है ये देश का
आओ इसकी गुणगान करे
जान ले क्या है विशेषता
त्याग उत्साह ले आया केसरी
शांति सत्यता सफेद भरा
बिश्वास समृद्धि के साथ है हरा
अशोक चक्र दे याद कर्तब्य हमारा
सीमा पर सैनिक
जब जंग लड़ने को हो तैयार
एक ही तिरंगा याद आये
देश के खातिर सब कुर्बान
मैत्रेयी कमीला


